April 30, 2025

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ୟ୍ୟାୟ , ୨୧୫୯ଟି ସ୍କୁଲ ରୂପାନ୍ତରଣ ହେବାର ଲକ୍ଷ ରଖାଯାଇଛି

ଭୁବନେଶ୍ୱର: ସରିଛି ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁର ଚିହ୍ନଟ ପ୍ରକ୍ରିୟା  । ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟ ରୂପାନ୍ତରଣ ହେବାର ଲକ୍ଷ ରଖାଯାଇଛି  । ଯେଉଁଥି ପାଇଁ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କ ସହିତ ଆଲୋଚନା ଶେଷ ହୋଇସାରିଛି  ।  ବିଶେଷ କରି ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳର ବିଦ୍ୟାଳୟକୁ ଏହି ପର୍ଯ୍ୟାୟରେ ସାମିଲ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia