April 21, 2025

୨୪ ଘଣ୍ଟାରେ ୧୬ ଜିଲ୍ଲାରୁ ଚିହ୍ନଟ ହେଲେ ୨୧୨ କରୋନା ସଂକ୍ରମିତ

ଭୁବନେଶ୍ୱର: କମୁଛି କରୋନା ସଂକ୍ରମଣ, କୋଭିଡ୍ ମୁକ୍ତ ହେଉଛି ଜିଲ୍ଲା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ଆଉ ୨୧୨ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia