April 22, 2025

୨୦୨୦ ଦିଲ୍ଲୀ ଦଙ୍ଗା: ପୂର୍ବତନ ଆପ୍ କାଉନସିଲର ତାହିର ହୁସେନ ମୁଖ୍ୟ ଷଡଯନ୍ତ୍ରକାରୀ, ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବଢିଲା ଆମ ଆଦମୀ ପାର୍ଟିର ଅଡୁଆ । ୨୦୨୦ରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ । ଗତକାଲି ତେଜିନ୍ଦର ବାଗାଙ୍କ ଗିରଫଦାରିକୁ ନେଇ ହାଇ ଡ୍ରାମା ଦେଖିବାକୁ ମିଳିଥିବା ବେଳେ ଆମ ଆଦମୀ ପାର୍ଟିରେ ଏହି ନେତାଙ୍କ ଦଙ୍ଗାରେ ଦୋଷୀ ସାବ୍ୟସ୍ତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia