April 22, 2025

ୟୁପିରେ ତୃତୀୟ ପର୍ଯ୍ୟାୟ ପାଇଁ ଆଜି ସରିବ ପ୍ରଚାର, ଫେବୃଆରୀ 20 ରେ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ଜନସାଧାରଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ 7 ଟି ପର୍ଯ୍ୟାୟରେ ମତଦାନ ହେଉଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଫେବୃଆରୀ 20 ରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଆଜି (ଫେବୃଆରୀ 18) ଅପରାହ୍ନ 5:00 ରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia