April 22, 2025

ୟୁପିର 55ଟି ଆସନ ଏବଂ ଉତ୍ତରଖଣ୍ଡ ଓ ଗୋଆର ସମସ୍ତ ବିଧାନସଭା ଆସନ ପାଇଁ ମତଦାନ

ଆସନ୍ତା କାଲି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆ ବିଧାନସଭା ଆସନ ପାଇଁ ହେବ ମତଦାନ । ଉତ୍ତରପ୍ରଦେଶରେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର 9 ଜିଲ୍ଲାର 55ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ଉତ୍ତରାଖଣ୍ଡର ତଥା ଗୋଆର ସମସ୍ତ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ 14 ଫେବୃୟାରୀରେ ମତଦାନ ହେବ। ସମସ୍ତ ତିନୋଟି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia