April 20, 2025

ୟୁପି ବିଧାନସଭା ନିର୍ବାଚନ ପାଇଁ 100 ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କଲା AAP

ଲକ୍ଷ୍ନୌ : ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆମ୍ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରୁଛି । ଯେଉଁଥିରେ ପାର୍ଟି ମଙ୍ଗଳବାର ଦିନ ଅଯୋଧ୍ୟାରେ ଏକ ତ୍ରିରଙ୍ଗା ଯାତ୍ରା କରିଥିଲା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia