April 20, 2025

ୟୁପି ନିର୍ବାଚନ : ସ୍କ୍ରିନିଂ କମିଟି ଗଠନ କଲା କଂଗ୍ରେସ, ଜିତେନ୍ଦ୍ର ସିଂ ଅଧ୍ୟକ୍ଷ, ପ୍ରିୟଙ୍କା ଗାନ୍ଧୀ ରହିଲେ ସଦସ୍ୟ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ଏକ ସ୍କ୍ରିନିଂ କମିଟି ଗଠନ କରିଛି । ଜିତେନ୍ଦ୍ର ସିଂଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ଦୀପେନ୍ଦ୍ର ସିଂ ହୁଡ୍ଡା ଏବଂ ବର୍ଷା ଗାଇକୱାଡଙ୍କୁ ଏହି କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia