April 30, 2025

ହୀରାକୁଦରେ ଖୋଲିଲା ଆହୁରି ୪ ଗେଟ୍ , ମହାନଦୀରେ ବଢିବାରେ ଲାଗିଛି ଜଳ ସ୍ତର

ଭୁବନେଶ୍ୱର:  ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ହୋଇପାରେ । ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରୁହେ ତେବେ ବନ୍ୟା ହେବାର ସମ୍ଭାବନା ରହିଛି । ତେବେ ମହାନଦୀ ରେ ସ୍ୱଳ୍ପ ଧରଣର ବନ୍ୟା ଆମେ ଦେଖିବା ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia