April 22, 2025

ହିନ୍ଦୀ ଉପରେ ତାମିଲନାଡୁ ଶିକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ – ‘ହିନ୍ଦୀ ଭାଷାଭାଷୀ ଲୋକମାନେ ଗୁପଚୁପ୍ ବିକୁଛନ୍ତି’

କୋଏମ୍ବାଟୁର : ତାମିଲନାଡୁର ଶିକ୍ଷା ମନ୍ତ୍ରୀ କେ ପୋନମିଡ଼ୀ ଶୁକ୍ରବାର ଦିନ ହିନ୍ଦୀ ଭାଷାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ପୋନମୁଡ଼ୀ ବିବାଦୀୟ ବିବୃତ୍ତି ଦେଇ କହିଛନ୍ତି ଯେ ଏକ ଭାଷା ଭାବରେ ଇଂରାଜୀ ହିନ୍ଦୀ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ । ସେ କହିଛନ୍ତି ଯେ ହିନ୍ଦୀ କହୁଥିବା ଲୋକମାନ ଗୁପଚୁପ୍

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia