April 22, 2025

ସ୍କୁଲରେ କରେଣ୍ଟ ଲାଗି ଛାତ୍ରୀଙ୍କ ମୃତ୍ୟୁ

ଜୟପୁର: ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କୁନ୍ଦ୍ରା ବ୍ଲକ ଦିଗାପୁର ସରକାରୀ ‌ଆବାସିକ ସ୍କୁଲ ପରିସରରେ ଘଟିଛି ଏପରି ଅଘଟଣ । ସ୍କୁଲ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଗୁରୁତର ହୋଇ ପଡ଼ିଥିଲେ ଛାତ୍ରୀ । ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia