April 30, 2025

ସ୍କୁଲ ଫି’ ପାଇଁ ବନ୍ଦୀ ହେଲେ ପିଲା, ୫ ଘଣ୍ଟା ବନ୍ଦ ହୋଇ ରହିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଉତ୍ତମ ଶିକ୍ଷା ଓ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ବିଦ୍ୟାଳୟରେ ନିଜ ପିଲାଙ୍କୁ ପାଠ ପଢାନ୍ତି ବାପା-ମା । ହେଲେ ଫି’ ପାଇଁ ଛୋଟ ଛୋଟ  ପିଲାଙ୍କୁ ସ୍କୁଲରେ ୫ଘଣ୍ଟା କାଳ ବନ୍ଦ କରି ରଖିବା କେତେ ଦୁର ଠିକ୍ । ପିଲାଙ୍କ ଉପରେ ଏହାର କିପରି ପ୍ରଭାବ ପଡିଥିବ । ବିଦ୍ୟାଳୟରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia