April 22, 2025

ସୋହେଲ-ସୀମାଙ୍କ ସମ୍ପର୍କରେ ଫାଟ

ହାଇଦ୍ରାବାଦ: ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଘରୁ ଛାଡପତ୍ର ଖବର । ସଲମାନ ଖାନଙ୍କ ସାନଭାଇ ତଥା ଅଭିନେତା ସୋହେଲ ଖାନ ଏବଂ ପତ୍ନୀ ସୀମା ଖାନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସୋହେଲ ଏବଂ ସୀମା ମୁମ୍ବାଇର ପରିବାର କୋର୍ଟ ବାହାରେ ନଜର ଆସିଛନ୍ତି। ବିବାହର 24 ବର୍ଷ ପରେ ଉଭୟ ଛାଡପତ୍ର

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia