April 21, 2025

ସୋସିଆଲ ମିଡିଆରେ ଘୂରିଲା ଭିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହର ଫଟୋ

ଜୟପୁର: ଶେଷରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଏବଂ ସମସ୍ତ ରୀତିନୀତି ସମାପ୍ତ ହୋଇସାରିଛି । ବିବାହ ସ୍ଥାନ ହୋଟେଲ ସିକ୍ସ ସେନ୍ସ ଦୁର୍ଗରୁ ଦମ୍ପତିଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ତେବେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia