April 20, 2025

ସୈୟଦ ଅଲୀ ଶାହା ଗିଲାନୀଙ୍କ ମୃତ୍ୟୁ ପରେ ଘାଟିରେ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ : ବିଚ୍ଛିନ୍ନତାବାଦୀ ନେତା ସୈୟଦ ଅଲୀ ଶାହା ଗିଲାନୀଙ୍କ ବୁଧବାର ସନ୍ଧ୍ୟାରେ 92 ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହା ପରେ କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ପୋଲିସ ନିଷ୍ପତ୍ତି ନେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କାଶ୍ମୀରର ଆଇଜିପି ବିଜୟ କୁମାର ଉପତ୍ୟକାରେ ଅନେକ ପ୍ରତିବନ୍ଧକ ଘୋଷଣା କରିଛନ୍ତି ଯେଉଁଥିରେ ଇଣ୍ଟରନେଟ୍
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia