April 20, 2025

ସୁରଟ କୋର୍ଟରୁ ଜାମିନ ପାଇବା ପରେ ଟ୍ୱିଟ୍ କଲେ ରାହୁଲ, କହିଲେ – ‘ସତ୍ୟ ମୋର ଅସ୍ତ୍ର, ମୋର ଆଶ୍ରୟ’

ନୂଆଦିଲ୍ଲୀ : ମୋଦୀ ସରନେମ୍ ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ସୁରଟ୍ କୋର୍ଟ ରାହୁଲ ଗାନ୍ଧୀଙ୍କ ଜାମିନ୍ ବୃଦ୍ଧି କରିଛନ୍ତି । ଜିଲ୍ଲା କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେସନ୍ କୋର୍ଟରେ ଆବେଦନ ପରେ ଅପ୍ରେଲ ରେ ଶୁଣାଣି କରି ସୁରଟ କୋର୍ଟ ଅପ୍ରେଲ 13 ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ଜାମିନ ପରେ ରାହୁଲ ଗାନ୍ଧୀ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia