April 20, 2025

ସୁଟିଂ ସେଟରେ ଆହତ ହେଲେ ଶାହରୁଖ, ହସ୍ପିଟାଲରେ ଭର୍ତ୍ତି

Shah Rukh Khan Accident: ସୁଟିଂ ସେଟରେ ଆହତ ହେଲେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ । ଆମେରିକାର ଲସ ଏଞ୍ଜେଲସରେ ଚାଲିଥିବା ତାଙ୍କର ଅପକମିଂ ମୁଭିର ଶୁଟିଂ କରିବା ସମୟରେ ଘଟିଛି ଦୁର୍ଘଟଣା । ଶାହାରୁଖଙ୍କ ନାକରେ ଆଘାତ ଲାଗିବା ଫଳରେ ରକ୍ତସ୍ରାବ ଆରମ୍ଭ ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲେର ଭର୍ତ୍ତି କରାଯାଇଥିବା ବେଳେ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia