ସିମ୍ ସ୍ୱାପ୍ ସ୍କାମ: ସାବଧାନ ! ଏବେ ଆପଣଙ୍କ ସିମ୍ ବି ହୋଇଯିବ ଡ୍ୟୁପ୍ଲିକେଟ୍, ଖାଲି ହୋଇଯିବ ଆକାଉଣ୍ଟ…

SIM Swap Scam: ଆଜିର ଡିଜିଟାଲ ୱାର୍ଲ୍ଡରେ ଟେକନୋଲୋଜି ଦ୍ବାରା ମଣିଷ ଯେତେ ଉପକୃତ ହେଉଛି । ସମ ସମେତ୍ ସେତିକି ଅସୁବିଧାରେ ମଧ୍ୟ ପଡୁଛି । କାରଣ ସାଇବର ଠକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି ସାଇବର ଅପରାଧୀ । ତେବେ ସାଇବର ଠକେଇରୁ ରକ୍ଷା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia