April 22, 2025

ସିଏମ୍ ମମତା ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ, ଫାଇଲ ମଞ୍ଜୁର କରୁନଥିବା ଅଭିଯୋଗ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷ ହେବାର ନାଁ ନେଉନାହିଁ । ସୋମବାର, ମୁଖ୍ୟମନ୍ତ୍ରୀ ମମତା ପୁଣିଥରେ ରାଜ୍ୟପାଳ ଜଗଦୀପ ଧନଖଡ଼ ଫାଇଲ ଠିକ୍ ସମୟରେ ପାସ୍ କରୁ ନଥିବା ଅଭିଯୋଗ କରିଛନ୍ତି । ଏହାପୂର୍ବରୁ ରାଜ୍ୟପାଳ ଧନଖଡ଼ ମମତା ବାନାର୍ଜୀଙ୍କ ଉପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia