April 22, 2025

ସାଉଥ ସୁପରଷ୍ଟାର ଓ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଆଜି ଜନ୍ମଦିନ

ମୁମ୍ବାଇ: ସାଉଥ ସୁପରଷ୍ଟାର ଓ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଆଜି ଜନ୍ମଦିନ। ଜନ୍ମଦିନ ଅବସରରେ ଆଜି ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଚଳଚିତ୍ର “ରାଧେଶ୍ୟାମ”ର ଟିଜର ରିଲିଜ ହୋଇଛି । ପ୍ରଭାସଙ୍କ ପ୍ରଶଂସକମାନେ ଫିଲ୍ମର ଟିଜରକୁ ଖୁବ୍ ପସନ୍ଦ କରିଛନ୍ତି । 42 ବର୍ଷରେ ପାଦ ଥାପିଥିବା ବାହୁବଳି ଫେମ ପ୍ରଭାସଙ୍କ ଜନ୍ମ ଦିନ ଅବସରରେ ଛୁଟିଛି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia