April 21, 2025

ସଲମାନଙ୍କୁ ‘ଅନ୍ତିମ୍’ କରିବାକୁ ମନା କରିଥିଲେ ଆୟୁଷ, ଆଉ ତା ପରେ…

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ଏବଂ ତାଙ୍କ ଭିଣୋଇଁ ଆୟୁଷ ଶର୍ମା ଏବେ ବଡ଼ ପରଦାରେ ଧମାଲ ମଜାଇବାକୁ ଯାଉଛନ୍ତି। ଉଭୟଙ୍କ ଫିଲ୍ମ ‘ଅନ୍ତିମ୍- ଦି ଫାଇନାଲ୍ ଟ୍ରୁଥ୍’ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଆୟୁଷ ଏବଂ ସଲମାନ ପରସ୍ପର ସହ ଲଢୁଥିବାର ନଜର ଆସିବେ। ଆମେ ଆପଣଙ୍କୁ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia