April 21, 2025

ସଲମାନ ଖୁର୍ସିଦ ବିବାଦ ଉପରେ ସୁରଜେୱାଲାଙ୍କ ବୟାନ, କଙ୍ଗନାଙ୍କ ବିବୃତ୍ତିରେ ମୋଦୀ ଜୀଙ୍କୁ ପ୍ରଶ୍ନ ପଚରାଯାଉଛି କି ?

ନୂଆଦିଲ୍ଲୀ : ବର୍ତ୍ତମାନ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଦେଶର ରାଜନୀତିରେ ହଙ୍ଗାମା ସୃଷ୍ଟି ହୋଇଛି । ସାରା ଦେଶରେ ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ବିରୋଧ କରାଯାଉଛି । ସୋମବାର ଦିନ ନୈନିତାଲରେ ଥିବା ତାଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ପଥର ଫିଙ୍ଗିବା ସହ ନିଆଁ ଲଗାଇ ଦେଇଥିଲେ । ଏହି ଉତ୍ତେଜନା ମଧ୍ୟରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia