April 20, 2025

ସଲମାନ ଖାନ-ଅକ୍ଷୟ କୁମାରଙ୍କ ସମେତ ବହୁ ସେଲିବ୍ରିଟିଙ୍କ ବିରୋଧରେ ମାମଲା, ଜାଣନ୍ତୁ କଣ ରହିଛି କାରଣ

ମୁମ୍ବାଇ : ହିନ୍ଦୀ ସିନେମା ଜଗତର ଅଭିନେତା ସଲମାନ ଖାନ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କ ସମେତ ତେଲୁଗୁ ସିନେମାର ସେଲିବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଦୁଇ ବର୍ଷ ପୂର୍ବେ ହାଇଦ୍ରାବାଦରେ ହୋଇଥିବା ‘ଦିଶା ବଳାତ୍କାର ମାମଲା’ ସଂପର୍କରେ ଏହି କଳାକାରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦିଲ୍ଲୀର ଓକିଲ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia