April 20, 2025

ସରିଲା କଂଗ୍ରେସ ୱର୍କିଂ କମିଟି ବୈଠକ: ପୁଣି ଗାନ୍ଧୀ ପରିବାର ଉପରେ ଆସ୍ଥା ପ୍ରକଟ କଲେ ବରିଷ୍ଠ ନେତୃତ୍ଵ

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ବୈଠକରେ ଗାନ୍ଧୀ ପରିବାର ପ୍ରତି ପୁଣି ଆସ୍ଥା ପ୍ରକଟ କରିଛନ୍ତି ଦଳର ବରିଷ୍ଠ ସଦସ୍ୟମାନେ। ଜାତୀୟ ରାଜନୀତିରେ କୃଷକ ଆନ୍ଦୋଳନ, ଦର ବୃଦ୍ଧି ତଥା ପଞ୍ଜାବ ଏବଂ ୟୁପିରେ ହୋଇଥିବା ଅଶାନ୍ତ ପରିବେଶ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ ଭାବରେ ବିବେଚନା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia