ବୁର୍ଲା: ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୀବ ମିତଲଙ୍କ ଗିରଫ ଦାବି । ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସ୍ଥାନରେ ଭିସିଙ୍କୁ ବିରୋଧ କରି ବିଭିନ୍ନ କାନ୍ଥରେ ପୋଷ୍ଟର ମରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ମଧ୍ୟ ଏହି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ତାଙ୍କର ଗିରଫ ଦାବି ହୋଇଛି । {image-sambalpuruniversityvc-1659083038.jpeg
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Software engr held in a case of ‘revenge porn’
ED attaches assets worth Rs 1,428cr of chit fund firm
Man swindles engineer of over Rs 8L through fraudulent scheme