BIG BREAKING : ସୁପ୍ରିମ କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାମଲା ରଦ୍ଦ । ଦୁଇ ପକ୍ଷର ପିଟିସନରଙ୍କ ଉପରେ 1 ଲକ୍ଷ ଟଙ୍କା ଲେଖାଏଁ ଜରିମାନା । ଆବେଦନକାରୀ ମାନେ କୋର୍ଟକୁ ଯିବା କେତେ ଦୂର ଆଇନଗତ ନିଷ୍ପତ୍ତି ଆସିବା ପରେ ଜଣା ପଡିବ । କୋର୍ଟର ନିଷ୍ପତ୍ତି ପରିଶେଷରେ ଯାହା ହେବ ତାକୁ ମାନିବାକୁ ହେବ ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Govt to recruit retd college teachers with NSS experience for plantation drive
Six students affected by diarrhoea in school
2 major rivers heavily polluted: OSPCB study