April 22, 2025

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ବିଧାୟକଙ୍କ ବଡ ବୟାନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଡ ବୟାନ ଦେଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ସେ କାମକୁ ବିରୋଧ କରୁନାହାଁନ୍ତି । ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି । ଜଗନ୍ନାଥ ମନ୍ଦିର କାମକୁ ନେଇ ରାଜନୀତି ନହେଉ । ଭାରତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia