April 21, 2025

ଶେଷ ହୋଲ ସସପେନ୍ସ, ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭାକୁ ପଠାଇବ ସମାଜବାଦୀ ପାର୍ଟି

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ କରିଛି ସମାଜବାଦୀ ପାର୍ଟି । ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ଏବଂ ଆରଲଡିର ଜୟନ୍ତ ଚୌଧୁରୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ଜବନିକା ପଡ଼ିଛି । ସପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ରାଜ୍ୟସଭା ପାଇଁ ଦଳର ତୃତୀୟ ପ୍ରାର୍ଥୀ ଭାବରେ ସହଯୋଗୀ ଜୟନ୍ତ ଚୌଧୁରୀଙ୍କୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia