April 26, 2025

ଶୃଙ୍ଖଳିତ ରଥଯାତ୍ରା ଉଚ୍ଚସ୍ତରୀୟ ବୈଠକ: ପୁରୀ ଆସୁଥିଲେ ମାସ୍କ ବାଧ୍ୟତାମୂଳକ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ବାକି ରହିଲା ମାତ୍ର 4 ଦିନ । ଆସନ୍ତା ଜୁଲାଇ 1 ତାରିଖରେ ହେବାକୁ ଥିବା ପୁରୀ ରଥଯାତ୍ରାକୁ ନେଇ ଆଜି ପୁରୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏଥି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia