April 21, 2025

ଶୀତରୁ ମିଳିଲା ସାମାନ୍ଯ ଆଶ୍ଵସ୍ତି, ଆସନ୍ତା କାଲି କିଛି ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ବର: ଶୀତରୁ ରାଜ୍ୟବାସୀଙ୍କୁ ମିଳିଛି ସାମାନ୍ଯ ଆଶ୍ଵସ୍ତି। ଗତ ଦୁଇ ସପ୍ତାହ ଧରି ସମଗ୍ର ରାଜ୍ୟରେ ଚାଲିଥିବା ପ୍ରବଳ ଶୀତ ଲହରର ପ୍ରଭାବ ସାମାନ୍ଯ ହ୍ରାସ ପାଇଛି। କୋହଲା ପାଗ ସାଙ୍ଗକୁ ଥଣ୍ଡା ପାଗ ରାଜ୍ୟର ଉତ୍ତର ତଥା ପଶ୍ଚିମ ଓଡିଶା ସମେତ ବିଭିନ୍ନ ଜିଲ୍ଲାରେ ହାଡଥରାଇବାରେ ଲାଗିଥିଲା। ତେବେ ଅଜିଠୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia