April 21, 2025

ଶୀତ ଅଧିବେଶନ ରାଉଣ୍ଡଅପ୍ : ସଂସଦର ଷଷ୍ଠ ଦିନରେ କ’ଣ ରହିଥିଲା ପ୍ରମୁଖ ଘଟଣାବଳୀ

ନୂଆଦିଲ୍ଲୀ : ଆଜି ଥିଲା ସଂସଦର ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ଷଷ୍ଠ ଦିନରେ ଲୋକସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳର ବିରୋଧ ଯୋଗୁଁ ରାଜ୍ୟସଭା କ୍ରମାଗତ ଭାବରେ ବ୍ୟାହତ ହୋଇଥିଲା । ନିଲମ୍ବିତ 12 ଜଣ ସାଂସଦଙ୍କ ନିଲମ୍ବନ ଉପରେ ବିରୋଧୀ ଦଳର ନାରାବାଜି ଆଜି ବି ଜାରି ରହିଥିଲା ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia