April 21, 2025

ଶୀତ ଅଧିବେଶନ ରାଉଣ୍ଡଅପ୍ : ସଂସଦରେ ଦ୍ୱିତୀୟ ଦିନର ସବିଶେଷ ବିବରଣୀ

ନୂଆଦିଲ୍ଲୀ : ସଂସଦର 25 ଦିନିଆ ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଅଧ୍ୟକ୍ଷ ଭେଙ୍କୟା ନାଇଡୁ 12 ଜଣ ବିରୋଧୀଦଳର ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାରକୁ ଖାରଜ କରିବା ପରେ ବିରୋଧୀମାନେ ରାଜ୍ୟସଭାରୁ ୱାକ୍ ଆଉଟ୍ କରିଯାଇଥିଲେ । ବିରୋଧୀ ସାଂସଦଙ୍କ ସ୍ଲୋଗାନ ଓ ନାରାବାଜି ଯୋଗୁଁ ରାଜ୍ୟସଭା ପ୍ରକ୍ରିୟା ଦିନସାରା ମୁଲତବୀ ରଖାଯାଇଥିଲା ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia