April 22, 2025

ଶାକାର ହେବ କୋରାପୁଟବାସୀଙ୍କ ସ୍ବପ୍ନ: ବୁଡି଼ ଅଞ୍ଚଳ ସିନ୍ଧିପୁଟ ଘାଟରେ ନିର୍ମାଣ ହେବ ସେତୁ

ଭୁବନେଶ୍ୱର: ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ସ୍ବପ୍ନ ପୂରା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଗମ ରାସ୍ତ ତଥା ଅକାତ ନଦୀ ପାର୍ ହୋଇଯାଉଥିବା ଆଦିବାସୀ ଲୋକେ ଏବେ କଂକ୍ରିଟ୍ ସେତୁ ପାର ହୋଇଯିବେ ନିଜ ଗନ୍ତବ୍ୟ ସ୍ଥଳକୁ । କାରଣ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସ୍ଥିତ କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱ ସିନ୍ଧିପୁଟ ନଦୀ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia