April 22, 2025

ଶରଦ ପାୱାରଙ୍କ ବଡ ଘୋଷଣା – ‘ ସମାଜବାଦୀ ପାର୍ଟିକୁ ଯିବେ 13 ବିଜେପି ବିଧାୟକ, ଏନସିପି ମଧ୍ୟ ଏକାଠି ନିର୍ବାଚନ ଲଢିବ’

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଅନ୍ୟ ଛୋଟ ଦଳ ସହ ନିର୍ବାଚନ ଲଢୁଛି । ଏହି ସମୟରେ ଶାସକ ବିଜେପି ଛାଡ଼ି କେତେ ବିଧାୟକ ସମାଜବାଦୀ ପାର୍ଟିରେ ସାମିଲ ହୋଇ ଅଖିଳେଶ ଯାଦବଙ୍କୁ ବଳ ଯୋଗାଉଛନ୍ତି । ଏହି ସମୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia