April 22, 2025

ଲେମ୍ବୁ ପରେ ଟମାଟୋ ମହଙ୍ଗା, ଦର 100 ପାର୍

ଭୁବନେଶ୍ବର : ଲେମ୍ବୁ ପରେ ଟମାଟୋ ଉପରେ ମହଙ୍ଗା ମାଡ । ଟମାଟୋ ଦର ଏବେ 100 ପାର ହୋଇଛି । ରାଜ୍ୟ ବାହାରୁ ଆସୁଛି ଓଡିଶା ମାର୍କେଟକୁ ପରିବା । ପିଆଜ ଓ ଟମାଟୋ ନାସିକ ଏବଂ ରାୟପୁରରୁ, ପୋଟଳ, ଜହ୍ନି, ବାଇଗଣ କୋଲକାତାରୁ, କଖାରୁ ତାମିଲନାଡୁରୁ ବିନ୍‌ସ ରାଞ୍ଚିରୁ ଆସୁଛି। ଅନ୍ୟ ପରିବା ଦର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia