April 22, 2025

ଲାଉଡ ସ୍ପିକର ବିବାଦ : ବାଲାସାହେବଙ୍କୁ ମନେ ପକାଇଲେ ରାଜ ଠାକରେ, ଜାରି କଲେ ଲାଉଡ ସ୍ପିକର ଉପରେ ବୟାନ ଦେଇଥିବା ଭିଡ଼ିଓ

ମୁମ୍ବାଇ : ମହାରାଷ୍ଟ୍ରର ଲାଉଡ ସ୍ପିକର ବିବାଦ ଉପରେ ବାଲାସାହେବ ଠାକରେଙ୍କ ଏକ ଭିଡିଓ ସେୟାର କରି ରାଜ ଠାକରେ ପୁଣି ଥରେ ‘ମସଜିଦରେ ଲାଉଡ ସ୍ପିକର ଉପରେ ଆଜାନ’ ପ୍ରସଙ୍ଗକୁ ଜୀବନ୍ତ ରଖିବାକୁ ଚେଷ୍ଟା କରିଛନ୍ତି । ସେ ସେୟାର କରିଥିବା ଭିଡିଓରେ ବାଲାସାହେବ ଠାକରେ ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର ବିଷୟରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia