April 21, 2025

ଲଣ୍ଡନ ସିଫ୍ଟ ହୋଇଯିବେ କି ଆମ୍ବାନୀ ପରିବାର? ଜାଣନ୍ତୁ ସତ୍ୟତା କଣ?

ମୁମ୍ବାଇ : ମୁକେଶ ଆମ୍ବାନୀଙ୍କ ପରିବାର ଲଣ୍ଡନରେ କିଣିଛନ୍ତି 300 ଏକର ପରିମିତ ଅଞ୍ଚଳରେ ଥିବା ନୂଆ ସମ୍ପତ୍ତି। ଏଥିରେ 49ଟି ବେଡରୁମ ଥିବା ଏକ ଆଧୁନିକ ଘରରେ ଗତକାଲି ଦୀପାବଳି ପାଳନ କରିଥିଲେ ମୁକେଶ ଆମ୍ବାନୀ ନିଜ ପରିବାର ସହିତ। ଏଥି ସମ୍ବନ୍ଧିତ ଏକ ରିପୋର୍ଟରେ ମୁକେଶ ଲଣ୍ଡନ ଶିଫ୍ଟ ହୋଇଯିବା ନେଇ ପ୍ରକାଶ ପାଇଛି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia