April 21, 2025

‘ଲଡ଼କୀ ହୁଁ, ଲଢ଼ ସକ୍ତି ହୁଁ’ ମାରାଥନକୁ ସ୍ଥଗିତ କଲା ଉତ୍ତର ପ୍ରଦେଶ କଂଗ୍ରେସ, କରୋନା କାରଣରୁ ନେଲା ଏପରି ନିଷ୍ପତ୍ତି

ଲକ୍ଷ୍ନୌ : କଂଗ୍ରେସ ଦଳ ‘ଲଡ଼କୀ ହୁଁ, ଲଢ଼ ସକ୍ତି ହୁଁ’ ମାରାଥନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଉତ୍ତରପ୍ରଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ଏହି ନିଷ୍ପତ୍ତି ନେଇଛି । ଆପଣଙ୍କୁ କହିବାକୁ ଗଲେ, ଗତ 24 ଘଣ୍ଟା ମଧ୍ୟରେ, 992 ଜଣ କରୋନା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia