କେନ୍ଦ୍ରାପଡ଼ା: ଗଭୀର ଅବପାତର ରୂପ ନେବା ପରେ ବଢ଼ି ଚାଲିଛି ବର୍ଷାର ପରିମାଣ। ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ତେବେ ବର୍ଷା ଏପର୍ଯ୍ୟନ୍ତ ନେଇ ସାରିଲାଣି ଦୁଇ ଜୀବନ । ଘଟଣା ଘଟିଛି କେନ୍ଦ୍ରାପଡ଼ା ପାଟକୁରାର ଗରଦପୁର ଗାଁରେ । କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Spanish envoy meets Majhi to explore biz opportunities
Brace for rain, thunderstorm & hail till April 25, IMD warns
Odisha native secures 100 percentile