April 22, 2025

ଲଖିମପୁର ଖେରୀରେ ପ୍ରାଣ ହରାଇଥିବା ଚାଷୀଙ୍କ ପୁଅର ଘୋଷଣା ; ‘2024 ରେ ଟେନି ବିରୁଦ୍ଧରେ ଲଢିବି ନିର୍ବାଚନ’

ଲଖିମପୁର : ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଲଖିମପୁର ଖେରୀ ହିଂସାରେ ନିହତ ହୋଇଥିବା ଜଣେ କୃଷକଙ୍କ ପୁଅ କହିଛନ୍ତି ଯେ ସେ 2024 ମସିହାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି । ଆମେ ଆପଣଙ୍କୁ କହିରଖୁଛୁ ଯେ ଗତ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia