April 25, 2025

ଲକ୍ଷ୍ମୀପୂଜା ଭାସାଣୀ ବେଳେ ଅଘଟଣ, ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୨ ମୃତ

କଟକ: ଜଗତପୁର ପଟ୍ଟାମୁଣ୍ତାଇ କେନାଲରେ ଭାସି ୨ ମୃତ । ଓଡ୍ରାଫ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ମୃତଦେହ ଉଦ୍ଧାର । ଏବେ ମଧ୍ୟ ଜଣଙ୍କର ମିଳୁନାହିଁ ପତ୍ତା । ଗତକାଲି ରାତିରେ ୪ଜଣ ଭାସି ଯାଇଥିବା ନେଇ ସୂଚନା ରହିଛି । ଓଡ୍ରାଫ୍, ଅଗ୍ନିଶମ କର୍ମଚାରୀ, ପୋଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ନିଖୋଜ ଯୁବକମାନେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia