April 20, 2025

ଲକ୍ଷ୍ମୀପୁର ଖେରୀ ହିଂସା ଉପରେ ବରୁଣ ଗାନ୍ଧୀଙ୍କ ବଡ ଦାବି – ଲଢେଇକୁ ହିନ୍ଦୁ ବନାମ ଶିଖ୍ କରିବାକୁ ହେଉଛି ଚେଷ୍ଟା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ପୁଣି ଥରେ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ସେ ତାଙ୍କ ଟ୍ୱିଟରେ ଦାବି କରିଛନ୍ତି ଯେ ଲକ୍ଷ୍ମୀପୁର ଖେରୀକୁ ହିନ୍ଦୁ ବନାମ ଶିଖ୍ ଯୁଦ୍ଧରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି । ଲକ୍ଷ୍ମୀପୁରରେ ଆନ୍ଦୋଳନକାରୀଙ୍କ ଉପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia