April 20, 2025

ଲକ୍ଷ୍ମୀପୁର ଖେରୀ ମାମଲା : ପ୍ରିୟଙ୍କା ଗାନ୍ଧୀ ଗିରଫ, ଅନେ 10 ଜଣଙ୍କ ନାମରେ ଏଫ୍ଆଇଆର୍ ରୁଜୁ

ଲକ୍ଷ୍ନୌ : କୃଷକଙ୍କ ମୃତ୍ୟୁ ପରେ ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରିଥିବାରୁ 11 ଜଣ ରାଜନେତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି । ଏହି ଏଫ୍ଆଇଆର୍ ଲାକ୍ଷ୍ମୀପୁର ନିକଟ ଜିଲ୍ଲା ସୀତାପୁରରେ ରୁଜୁ ହୋଇଛି । ସୀତାପୁରର ହରଗାଓଁ ପୋଲିସ ଷ୍ଟେସନର SHO କହିଛନ୍ତି ଯେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ସାଂସଦ ଦୀପେନ୍ଦ୍ର ହୁଡା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia