April 29, 2025

‘ଲକଡାଉନ ଲିରିକ୍ସ’ ପୁସ୍ତକର ଉନ୍ମଚୋନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ସାହିତ୍ୟିକା ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ‘ଲକଡାଉନ ଲିରିକ୍ସ’ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ପଦ୍ୟ ସଙ୍କଳନ । କରୋନା ମହାମାରୀ ସମୟରେ ହୋଇଥିବା ସମସ୍ୟା ଓ ସ୍ୱାସ୍ଥ୍ୟ ସଙ୍କଟକୁ ଏହି ସଙ୍କଳନ ଲେଖା ଯାଇଛି। ଜନତା କରୋନାର ମୁକାବିଲା କରି ପୁଣିଥରେ ଜୀବନ ବଞ୍ଚିବାର ସ୍ଥିତିକୁ ନିଜ ପଦ୍ୟ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia