April 22, 2025

ରୋଷେଇ ଘରେ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ୩୦ ଟଙ୍କା ବଢ଼ିଲା ଖାଇବା ତେଲ ଦର

ଭୁବନେଶ୍ୱର: ରୋଷେଇ ଘରେ ପଡିଲାଣି ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ୩୦ ଟଙ୍କା ବଢ଼ିଲା ଖାଇବା ତେଲ ଦର । ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ ହୋଇଥାଏ । ଏବେ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଲିଟର ପିଛା ୩୦ ଟଙ୍କା ବଢ଼ିଛି ପାମୋଲିନ୍

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia