April 24, 2025

ରାହୁଲ ଦେହରେ ହୋଇଛି ଇନଫେକ୍ସନ୍, ଦିଆଯାଉଛି ଆଣ୍ଟିବାୟୋଟିକ: ସିଡିଏମଓ ଦେଲେ ସୂଚନା

ରାୟପୁର: ରେସ୍କ୍ୟୁ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗାତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲ ସାହୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ଡାକ୍ତଖାନାରେ ଏବେ ରାହୁଲର ସ୍ୱାସ୍ଥ୍ୟବସ୍ଥା ସ୍ଥିର

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia