April 22, 2025

ରାହୁଲ ଗାନ୍ଧୀଙ୍କ ‘ନାଇଟ୍ କ୍ଲବ୍’ ଭିଡିଓର ସତ୍ୟତା କ’ଣ ? ସଫେଇ ରଖିଲା କଂଗ୍ରେସ

ନୂଆଦିଲ୍ଲୀ : ବର୍ତ୍ତମାନ ସୋଶାଲ ମିଡ଼ିଆରେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକି ନେପାଳର ଏକ ନାଇଟ୍ କ୍ଲବର ବୋଲି କୁହାଯାଉଛି । ଏହି ଭିଡିଓକୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ସେୟାର କରିଛନ୍ତି ଏବଂ ରାହୁଲ ଗାନ୍ଧୀ ନେପାଳର ନାଇଟ୍ କ୍ଲବରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia