April 21, 2025

ରାହୁଲ ଗାନ୍ଧୀ ମାମଲା ଉପରେ ଆମେରିକାର ନଜର, କଂଗ୍ରେସ ସହ ଯୋଗାଯୋଗରେ ଅଛି କି ବାଇଡେନ ପ୍ରଶାସନ ?

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ମାମଲାରେ ନଜର ରଖିଛି ଆମେରିକା । ଆମେରିକାର ସ୍ୱରାଷ୍ଟ୍ର ବିଭାଗ ଏହି ମାମଲାରେ ନିଜକୁ ଦୂରେଇ ରଖିବା ପରେ ବାଇଡେନ ପ୍ରଶାସନ କହିଛି ଯେ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଚାଲିଥିବା କୋର୍ଟ ମାମଲା ଉପରେ ନଜର ରଖିଛି । ହ୍ୱାଇଟ୍ ହାଉସରେ ଆମେରିକାର ବୈଦେଶିକ ବିଭାଗର ଉପ ମୁଖପାତ୍ର

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia