April 20, 2025

ରାପର୍‌ ହନି ସିଂଙ୍କୁ ହତ୍ୟା ଧମକ, କାନାଡାରୁ ଭଏସ ମେସେଜ ପଠାଇ ମାରି ଦେବ କହିଲା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର

ନୂଆଦିଲ୍ଲୀ: ରାପର୍‌ ତଥା ଗାୟକ ହନି ସିଂଙ୍କୁ ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର । କାନାଡାରୁ ଗୋଲ୍ଡି ବରାର ଏକ ଭଏସ ମେସେଜ ପଠାଇ ହନି ସିଂଙ୍କୁ ଧମକ ଦେଇଛି । ଏନେଇ ହନି ସିଂ ଏବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସେହି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia