April 21, 2025

ରାଜ୍ୟସଭାର 12 ଜଣ ସାଂସଦଙ୍କ ନିଲମ୍ବନ ବିରୋଧରେ ଧାରଣାରେ ବସିଲେ ବିରୋଧୀ ଦଳ ସାଂସଦ, ସାମିଲ ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଗୁରୁବାର ସଂସଦର ଶୀତକାଳୀନ ଅଧିବେଶନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ନେତାମାନେ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିଛନ୍ତି । ରାଜ୍ୟସଭାରୁ ନିଲମ୍ବିତ 12ଜଣ ସାଂସଦଙ୍କ ସପକ୍ଷରେ ବିରୋଧୀ ସାଂସଦ ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଅଶୋଭନୀୟ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା 12 ଜଣ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia