Odisha Corona Update: ରାଜ୍ୟରେ ଦୈନିକ ସଂକ୍ରମଣ ୨ ଶହ ଟପିଲା । ଗତ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପିଜିଟିଭ୍ ଚିହ୍ନଟ । ତେବେ ଗତକାଲି ୩୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୧୨ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
Satellite-tagged amur falcon completes 4,000 km journey to Odisha
Ex-BF held, juvenile detained for killing teen in Ganjam
4 held for murder attempt on friend